ବନ୍ଦ କରନ୍ତୁ

ଲକ୍ଷ୍ମୀ ନାରାୟଣ ମନ୍ଦିର, ଥେରୁବାଲି

ଥେରୁବାଲି ସ୍ଥିତ IMFA ପରିସର ରେ ଥିବା ଲକ୍ଷ୍ମୀନାରାୟଣଙ୍କ ର ଏକ ପ୍ରସିଦ୍ଧ ଭବ୍ୟ ମନ୍ଦିର ଅଛି ଯେଉଁଠି ଲକ୍ଷ୍ମୀନାରାୟଣଙ୍କ ବ୍ୟତୀତ ହନୁମାନ, ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ଏବଂ ଭଗବାନ ଶିବ ପୂଜା ପାଉଛନ୍ତି. ମନ୍ଦିର ର ନିର୍ମାଣ ଶୈଳୀ ସହ ପରିସର ରେ ଥିବା ପୁଷ୍ପ ଉଦ୍ୟାନ ଟି ମନ୍ଦିର ର ଶୋଭା ବର୍ଦ୍ଧନ କରୁଛି.

  • ଲକ୍ଷ୍ମୀ ନାରାୟଣ ମନ୍ଦିର, ଥେରୁବାଲି
  • ଲକ୍ଷ୍ମୀ ନାରାୟଣ
  • ଶିବ ମନ୍ଦିର, ଥେରୁବାଲି
  • ଲକ୍ଷ୍ମୀ ନାରାୟଣ ମନ୍ଦିର
  • ଲକ୍ଷ୍ମୀ ନାରାୟଣ
  • ଶିବ ମନ୍ଦିର, ଥେରୁବାଲି

କିଭଳି ପହଁଞ୍ଚିବେ:

ବିମାନ ମାର୍ଗରେ

ରାୟଗଡାର ନିକଟତମ ବିମାନବନ୍ଦର ହେଉଛି ବିଶାଖାପଟ୍ଟନମ (ଆନ୍ଧ୍ରପ୍ରଦେଶ) ଯାହା ରାୟଗଡା ଠାରୁ ୨୦୦ କି॰ମି ଦୂରରେ ଅବସ୍ଥିତ। ବିଶାଖାପଟ୍ଟନମ ବିମାନ ବନ୍ଦର ଦିଲ୍ଲୀ, କଲିକତା, ଚେନ୍ନାଇ, ମୁମ୍ବାଇ ଓ ନାଗପୁର ବିମାନବନ୍ଦର ସହ ସଂଯୁକ୍ତ।

ରେଳଗାଡ଼ିରେ

ଭାରତର ଅନ୍ୟାନ୍ୟ ସହର ଯଥା ଦିଲ୍ଲୀ, ଚେନ୍ନାଇ, ଆଲେପି, ବୋକାରୋ, ରାୟପୁର, ଗୁଜରାତ, ନାଗପୁର, କୋଲକାତା,ହାଇଦ୍ରାବାଦ, ବିଲାସପୁର ଓ ଭୁବନେଶ୍ଵର ଆଦି ସହ ରାୟଗଡା ଟ୍ରେନ ଯୋଗେ ସଂଯୁକ୍ତ।

ସଡ଼କ ପଥରେ

ରାୟଗଡା ସୁଗମ୍ୟସଡକ ପଥ ଦ୍ଵାରା ସଂଯୁକ୍ତ। ଜାତୀୟ ରାଜପଥ-୪୩ କୋରାପୁଟ ଦେଇ ଯାଇଛି ଯାହା ରାୟଗଡାରୁ ୧୦୯ କି.ମି ଦୂରରେ ଅବସ୍ଥିତ। ଫୁଲବାଣୀ, ମାଲକାନଗିରି, କୋରାପୁଟ, ଜୟପୁର, ପୁରୀ, କଟକ, ଭୁବନେଶ୍ଵର, ବିଜୟନଗରମ, ବିଶାଖାପାଟନମରୁ ସିଧାସଳଖ ଏକ୍ସପ୍ରେସ ବସର ସୁବିଧା ଅଛି