ବନ୍ଦ କରନ୍ତୁ

ବାସିନ୍ଦା ପ୍ରମାଣ ପତ୍ର

ଜନ ସେବା କେନ୍ଦ୍ର ଆବେଦନ ନିମନ୍ତେ ଆବଶକିୟ ଦଲିଲ

  • ପଟ୍ଟା ର ନକଲ
  • ଭୋଟ ପରିଚୟ ପତ୍ର / ଆଧାର ପରିଚୟ ପତ୍ର / ପାନ କାର୍ଡ / ପାସପୋର୍ଟ ର ନକଲ … ଅନାନ୍ୟ
  • ବିଦ୍ୟୁତ ବିଲ / ଟେଲିଫୋନ ବିଲ / ଘର ଚୁକ୍ତି ର ନକଲ / ବାଙ୍କ ଜମାଖାତା / ଡ୍ରାଇଭିଂ ଲାଇସେନ୍ସ / ଶିକ୍ଷ୍ୟାଗତ ଯୋଗ୍ୟତା ପତ୍ର … ଅନାନ୍ୟ
  • ଅନାନ୍ୟ ଆବଶକିୟ ଦଲିଲ

ଯାଆନ୍ତୁ: http://edistrictodisha.gov.in/edistrict/index.php

ତହସିଲ କାର୍ଯ୍ୟାଳୟ

ସ୍ଥାନ : ଜଣ ସେବା କେନ୍ଦ୍ର | ସହର : ରାୟଗଡ଼ | ପିନ କୋଡ୍ : 765001