ବନ୍ଦ କରନ୍ତୁ

ଜମି ପଟ୍ଟା (ଆର.ଓ.ଆର)

ପଟ୍ଟା ପାଇବା ପାଇଁ ନିମ୍ନଲିଖିତ ଦଲିଲ ସହିତ ଆବଶକ୍ୟ ଆବେଦନ ପତ୍ର ତହସିଲ କାର୍ଯ୍ୟାଳୟ ର ଜମା କରନ୍ତୁ

  • ରେଜିଷ୍ଟ୍ରେସନ ସେଲ ଡିଡ଼
  • ଅନ୍ୟ ସମସ୍ଥ ଲିଙ୍କ ଡକ୍ୟୁମେଣ୍ଟ
  • ଆଧାର ପରିଚୟ ପତ୍ର ର ନକଲ

ଯାଆନ୍ତୁ: http://bhulekh.ori.nic.in/RoRView.aspx

ତହସିଲ କାର୍ଯ୍ୟାଳୟ

ସ୍ଥାନ : ତହସିଲ କାର୍ଯ୍ୟାଳୟ | ସହର : ରାୟଗଡ଼ | ପିନ କୋଡ୍ : 765001