ଅଭିଯୋଗ କିପରି ଅଵେଦନ କରିବେ
ଅନଲାଇନ ମାଧ୍ୟମ ରେ ଜ଼ିଲ୍ଲାପାଳଙ୍କ ନିକଟ ରେ ଅଭିଯୋଗ ଆବେଦନ ପ୍ରଣାଳୀ
- http://cmgcodisha.gov.in/ ୱେବସାଇଟ ଖୋଲନ୍ତୁ
- “Lodge Grievance” ରେ କ୍ଲିକ କରନ୍ତୁ
- ବର୍ତ୍ତମାନ ଆସିଥିବା ପୃଷ୍ଠା ରେ ଦରଖାସ୍ତ ପୁରଣ କରନ୍ତୁ
- ଆବଶ୍ୟକ ସ୍ଥଳେ ଅଭିଯୋଗ ସମ୍ବନ୍ଧିତ ନଥିପତ୍ର ପି.ଡ଼ି.ଏଫ. ରେ ଅପଲୋଡ଼ କରିପାରିବେ
- “Submit” ରେ କ୍ଲିକ କରନ୍ତୁ
- ଅଭିଯୋଗ ର ସ୍ତିତି ଜାଣିବା ପାଇଁ ରେଜିଷ୍ଟ୍ରେସନ ନମ୍ବର ଟିକୁ ଟିପି ରଖନ୍ତୁ
ଯାଆନ୍ତୁ: http://cmgcodisha.gov.in/
ଜ଼ିଲ୍ଲାପାଳଂକ କାର୍ଯ୍ୟାଳୟ, ରାୟଗଡ଼
ସ୍ଥାନ : ଅନଲାଇନ | ସହର : ରାୟଗଡ଼ | ପିନ କୋଡ୍ : 765001