ବନ୍ଦ କରନ୍ତୁ

ଜଳ ସମ୍ପଦ

ଲଘୁ ଜଳସେଚନ ଡିଭିଜନ (ବିଭାଗ / ପ୍ରଭାଗ)ରାୟଗଡା

ରାୟଗଡାର ଲଘୁ ଜଳ ସେଚନ ବିଭାଗ ଜଳ ସେଚନ ପରିଯୋଜନାର ଆୟାକଟ୍ (୪୦.୦୦ ରୁ ୨୦୦୦) ରନିର୍ମାଣ ଏବଂ ରକ୍ଷଣାବେକ୍ଷଣ ଦେଖୁଛି I ଲଘୁ ଜଳ ସେଚନ ବିଭାଗ, ରାୟଗଡାର ଅଧିକାରୀ କ୍ଷେତ୍ର ଜିଲ୍ଲାର ସମସ୍ତ ୧୧ଟି ବ୍ଳକ ମଧ୍ୟରେ ପରିସୀମିତ I

ଲଘୁ ଜଳ ସେଚନ ବିଭାଗ ରାୟଗଡା ଗୋଟିଏ ଜିଲ୍ଲାକୁ ନେଇ ଅବସ୍ଥିତ I ଏହି ବିଭାଗଟି ଜିଲ୍ଲାର ୧୧ଟି ବ୍ଳକକୁ ଜଳ ଯୋଗାଣ କରିଥାଏ I ଏହି ଲଘୁଜଳ ସେଚନ ବିଭାଗରେ ୩ ଟି ଉପ ବିଭାଗ ଅଛି .ଯଥା :-

  • ଲଘୁ ଉପ ବିଭାଗ, ରାୟଗଡା
  • ଲଘୁ ଉପ ବିଭାଗ, ମୁନିଗୁଡା
  • ଲଘୁ ଉପ ବିଭାଗ, ଗୁଣୁପୁର

ଏହାର ଦକ୍ଷତା ଏବଂ କର୍ମ କୁଶଳତାକୁ ବଢାଇବାପାଇଁ ସର୍ବସାଧାରଣରୁ ସାର୍ବଜନୀନ ପ୍ରାଧିକରଣର ଆଶା , ଶୂନ୍ୟ

ସାର୍ବଜନୀନ ଭାଗିଦାରୀ / ସହାୟତା / ସାହାଯ ସେବାପାଇଁ ଉପାୟ ଓ ବ୍ୟବସ୍ଥା ଶୂନ୍ୟ ସାର୍ବଜନୀନ ବ୍ୟଥା ନିବାରଣ ସଂକଳ୍ପ ଏବଂ ସେବାଯୋଗାଣକୁ ଦେଖା ରଖା କରିବା ପାଇଁ ବ୍ୟବସ୍ଥା / ଚକ୍ର

ଯେକୌଣସି ବ୍ୟକ୍ତି ଲଘୁ ଜଳସେଚନ ପ୍ରକଳ୍ପ ବିଭାଗର ନିର୍ବାହି ଯନ୍ତ୍ରୀଙ୍କୁ ତାଙ୍କର ଅଫିସ୍ ସ୍ଥିତ କାର୍ଯ୍ୟାଳୟ ସମୟରେ ଦେଖାକରି ତାଙ୍କର ବ୍ୟଥା ନିବାରଣ କରି ପାରିବେ I

ଅଫିସରେ ସମୟ:-

ସକାଳ – ୧୦ ଘ. ମଧ୍ୟାହ୍ନ – ୫ ଘ

ଛୁଟିଦିନ – ବନ୍ଦ

ଅଫିସର ଠିକଣା

ନିର୍ବାହୀ ଯନ୍ତ୍ରୀ, ଲଘୁଜଳ ସେଚନ ବିଭାଗ ପୋ- ରାୟଗଡା, ପିନ-୭୬୫୦୦୧ ଜି- ରାୟଗଡାଓଡିଶା ଫୋନ୍-୦୬୮୫୬-୨୨୨୦୮୧.