ଜ଼ିଲ୍ଲା ଗ୍ରାମୀଣ ଉନ୍ନୟନ ସଂସ୍ଥା
ଡି.ଆର.ଡି.ଏ
ଜିଲ୍ଲା ଗ୍ରାମୀଣ ଉନ୍ନୟନ ବିଭାଗ ୧୯୯୩ ମସିହାରେ ନୂତନଭାବେ କାର୍ଯ୍ୟକ୍ରମ କଲା। ଏହା ୧୧ ଟି ବ୍ଲକକୁ ନେଇ ଗଠିତ। ସୋସାଇଟି ରେଜିଷ୍ଟ୍ରେସନ ଆକ୍ଟ – ୧୯୬୦ ଦ୍ଵାରା ଏହା ଗଠିତ। ପ୍ରକଳ୍ପ ନିର୍ଦ୍ଦେଶକ ଏହାର ମୁଖ୍ୟ ଅଟନ୍ତି। ଜିଲ୍ଲା ପରିଷଦର ଚେୟାରମ୍ୟାନ ଡି. ଆର. ଡି. ଏ ର ପରିଚାଳନା କମିଟିର ଅଧ୍ୟକ୍ଷ ଅଟନ୍ତି। ଜିଲ୍ଲାପାଳ ମୁଖ୍ୟ ଏକଜିକ୍ୟୁଟିଭି ଅଧିକାରୀ ଅଟନ୍ତି।
ଡି.ଆର.ଡି.ଏ ର ସୂଚନା
- ଭୌଗୋଳିକ କ୍ଷେତ୍ରଫଳ – ୭୫୮୪.୭୦ ବର୍ଗ କି. ମି.
- ଜଙ୍ଗଲ – ୨୮୧୨.୩୩ ବର୍ଗ କି. ମି.
- ସବଡିଭିଜନ – ୨
- ବ୍ଲକ – ୧୧
- ତହସିଲ – ୧୧
- ମ୍ୟୁନିସିପାଲିଟି – ୧
- ଏନ. ଏ. ସି – ୧୨
- ଗ୍ରାମପଞ୍ଚାୟତ – ୧୮୨
- ଗ୍ରାମ – ୨୬୫୭
- ଜନସଂଖ୍ୟା (୨୦୧୧୧ ଜନଗଣନା) – ୯୬୭୯୧୧
- ପୁରୁଷ – ୪୭୧୯୬୦
- ମହିଳା – ୪୯୫୯୫୧
- ତଫସିଲ ଭୁକ୍ତ ଜାତି – ୧୩୯୫୧୪
- ପୁରୁଷ – ୬୮୦୬୮
- ମହିଳା – ୭୧୪୪୬
- ତଫସିଲ ଭୁକ୍ତ ଉପଜାତି – ୫୪୯୯୦୫
- ପୁରୁଷ – ୨୫୯୦୪୦
- ମହିଳା – ୨୮୨୮୪୫
- ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପରିବାର (୧୯୯୭ ସର୍ଭେ ଅନୁସାରେ) – ୧୩୫୭୮୫
- ସାକ୍ଷରତା – ୪୩.୫୦ ଶତକଡା
- ଲିଙ୍ଗଗତ ଅନୁପାତ – ୧୦୪୮
- ଜନସଂଖ୍ୟାର ଘନତ୍ଵ – ୧୩୭
- ଗ୍ରାମୀଣ ପରିବାର – ୧୬୫୬୫୭
- ସହର ପରିବାର – ୨୫୧୨୪
- ସାଧାରଣ ବୃଷ୍ଟିପାତ – ୧୨୮୫.୯ ମି. ମି.