କୃଷି
ରାୟଗଡା ଜିଲ୍ଲା ଉତ୍ତର-ପୂର୍ବ ଘାଟ ଅଞ୍ଚଳର ଅନ୍ତର୍ଗତ। ତେଣୁ ଏହାର ଜଳବାଯୁ ଉଷ୍ମ। ଏଠାରେ ଜଙ୍ଗଲ, କଳା ଓ ନାଲି ମିଶ୍ରିତ ମାଟି ପରିଦୃଶ୍ୟ ହୁଏ।
ଭୌଗୋଳିକ କ୍ଷେତ୍ର – ୭,୫୮,୭୪୫ ହେ.
- ଚାଷ ଜମି –
ଉଚ୍ଚ – ୧,୨୮,୯୬୨ ହେ. - ମଧ୍ୟ – ୪୨,୭୦୫ ହେ.
- ନିଚ୍ଚ – ୨୧,୮୩୭ ହେ.
- ସମୁଦାୟ – ୧,୯୩,୫୦୪ ହେ.
ଧାନ ଚାଷ ଜମି –
- ଉଚ୍ଚ – ୯,୫୨୩ ହେ.
- ମଧ୍ – ୨୪,୫୦୦ ହେ.
- ନିଚ୍ଚ – ୨୧,୮୩୭ ହେ.
- ସମୁଦାୟ – ୫୫,୮୬୦ ହେ.
ସାମାଜିକ ନବୀକରଣ ଓ ଅନ୍ୟାନ୍ୟ ବୃକ୍ଷରୋପଣ ପାଇଁ ଜମି – ୧୦,୯୦୦ ହେ .
ଜଳସେଚିତ ଜମି –
- ଖରିଫ- ୨୦୧୭ – ୪୫୩୦୭ ହେ. (୨୫%)
- ରବି- ୨୦୧୭ – ୧୬୫୫୧ ହେ.